17.1 C
Bhubaneswar
Tuesday, December 9, 2025
Homeଓଡିଶାସରକାରଙ୍କୁ ଲଭର୍ସ ପଏଣ୍ଟ ଚିନ୍ତା: ପ୍ରଭାତୀ ପରିଡା

ସରକାରଙ୍କୁ ଲଭର୍ସ ପଏଣ୍ଟ ଚିନ୍ତା: ପ୍ରଭାତୀ ପରିଡା

ଭୁବନେଶ୍ୱର: ଲଭର୍ସ ପଏଣ୍ଟକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁରକ୍ଷା ଯୋଗାଇବାକୁ ଦୁଇ ଥର ବୈଠକ ବସି ସାରିଲାଣି । ଗୋପାଳପୁର ଘଟଣାରେ ରାତିକ ଭିତରେ ଅଭିଯୁକ୍ତଙ୍କୁ ଧରାଯାଇଛି ।  ଯେତେ ପଯ୍ୟଟନସ୍ଥଳୀ ଓ ଲଭର୍ସ ଅଛି, ସୁରକ୍ଷାକୁ ଗୁରୁତ୍ୱ ଦେଉଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking