33.1 C
Bhubaneswar
Wednesday, May 7, 2025
Homeଓଡିଶାସ୍କୁଟି ରଖି ଝୁଲିପଡିଲେ ପ୍ରେମୀଯୁଗଳ

ସ୍କୁଟି ରଖି ଝୁଲିପଡିଲେ ପ୍ରେମୀଯୁଗଳ

ଖୋର୍ଦ୍ଧା: ରାସ୍ତାରେ ସ୍କୁଟି ରଖି ଝୁଲିପଡିଲେ ପ୍ରେମୀ ଯୁଗଳ । ଗୌଡପାଟଣା ଗାଁ ନିକଟରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦ୍ୱୟ ସୁନାଖଳା ଅଞ୍ଚଳର । ଜଙ୍କିଆ ଥାନା ପୋଲିସ  ଘଟଣାସ୍ଥଳରେ ପହଞ୍ଚି  ଶବକୁ ଜବତ କରିଛି । ବ୍ୟବଚ୍ଛେଦ ପାଇଁ  ପଠାଇ ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking