25.1 C
Bhubaneswar
Thursday, December 26, 2024
Homeଓଡିଶାଭୁବନେଶ୍ୱରରେ ଲଭ ଜିହାଦ

ଭୁବନେଶ୍ୱରରେ ଲଭ ଜିହାଦ

ବ୍ୟୁରୋ : ରାଜଧାନୀର ଯୁବତୀଙ୍କୁ ଟ୍ରାପ କଲା ଜମ୍ମୁକାଶ୍ମୀରର ଯୁବକ  ।  ଓଡିଆ ଯୁବତୀଙ୍କ  ଅନ୍ତରଙ୍ଗ ମୁହୂର୍ତ୍ତର  ଭିଡିଓ କଲା ଅଭିଯୁକ୍ତ । ଅଭିଯୁକ୍ତ କାଶ୍ମୀର ଯୁବକ ମହିଳା ଥାନାରେ ଅଟକ  ରଖାଯାଇଛି । ଅନଲାଇନ ଗେମରୁ  ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ହୋଇଥିଲା ଯୁବକଙ୍କର ।  କାଶ୍ମୀରରୁ ଭୁବନେଶ୍ୱର ଆସିଥିବା ଯୁବକଙ୍କୁ ଉଠାଇ ନେଲା ପୋଲିସ  ା ମୋବାଇଲରେ ବ୍ଲାକମେଲ କରି ସୁଟ କରୁଥିଲା । ଓଡିଆ ଯୁବତୀଙ୍କୁ ଯୁବକ ଜଣଙ୍କ  ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିଲା । ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କ ବାପା ମା ଙ୍କୁ ଭିଡିଓ ପଠାଇଥିଲା । ବ୍ଲାକମେଲ କରି ୫ଲକ୍ଷ ଟଙ୍କା ନେଇଥିଲା । ଅଭିଯୁକ୍ତ ଜଣଙ୍କ ସମୀର ମନସୁର ଜମ୍ମୁକଶ୍ମୀରର । ୧୬୧ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ମନସୁରକୁ  ଗିରଫ କରିଛି କମିଶନରେଟ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking