17.1 C
Bhubaneswar
Wednesday, February 4, 2026
Homeଓଡିଶାବିଦ୍ୟୁତ ଟ୍ରାନ୍ସଫର୍ମରରେ ଜୀବନ ହାରିଲେ

ବିଦ୍ୟୁତ ଟ୍ରାନ୍ସଫର୍ମରରେ ଜୀବନ ହାରିଲେ

ଖଲ୍ଲିକୋଟ: ଖଲ୍ଲିକୋଟରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ମେଡିକାଲ୍‌ରୁ ଯାଇ ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢି ଜୀବନ ହାରିଲେ ଜଣେ ରୋଗୀ । ଗଞ୍ଜାମ ଥାନା ଅନ୍ତର୍ଗତ ଖଟିଆ ରାମଚନ୍ଦ୍ରପୁର ଗାଁର ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଅସୁସ୍ଥ ଥିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲ ଆଣିଥିଲେ । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ମେଡିକାଲରୁ ଚାଲି ଚାଲି ଯାଇ ଜୀବନ ହାରିଦେଲେ ଚିକିତ୍ସିତ ରୋଗୀ । ଖବର ପାଇ ପୋଲିସ, ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking