30.1 C
Bhubaneswar
Sunday, February 8, 2026
Homeଓଡିଶାଖଣ୍ଡାରେ ହାଣି ଲୁଟ

ଖଣ୍ଡାରେ ହାଣି ଲୁଟ

ସୋର: ଯୋଡିପୋଲ ଅଞ୍ଚଳରେ ଲୁଟ ହୋଇଛି । ଖଣ୍ଡାରେ ଆକ୍ରମଣ କରି ବନ୍ଧୁକ ଦେଖାଇ ଲୁଟ  କରିଛନ୍ତି । ୨ ଜଣଙ୍କ ଠାରୁ ଲୁଟିନେଲେ ୩୦ ହଜାର ଟଙ୍କା । ୩ ଜଣ ଦୁର୍ୱୃତ୍ତ ଲୁଟିନେଲେ ଟଙ୍କା । ଜୋର ଜବରଦସ୍ତ ନେଇଗଲେ ବାଇକ । ଆହତଙ୍କୁ ଗୋପାଳପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖନ୍ତାପଡା ଓ ଗୋପାଳପୁର ପୁଲିସ ଏହାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking