16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଲସ ଆଞ୍ଜେଲସ ନିଆଁ :  ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଲସ ଆଞ୍ଜେଲସ ନିଆଁ :  ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ନୂଆଦିଲ୍ଲୀ : ଆମେରିକାର ଲସ ଆଞ୍ଜେଲସରେ  ନିଆଁ ଲାଗିଥିଲା । ନିଆଁରେ ମୃତ୍ୟୁ ସଂଖ୍ୟା ପାଖାପାଖି ୧୧କୁ ବୃଦ୍ଧି ହୋଇଛି । ଏଲଏ କାଉଣ୍ଟି ମେଡିକାଲ ଏକଜାମିନର ଅଫିସ୍ ଏସବୁ ମୃତ୍ୟୁକୁ ନିଶ୍ଚିତ କରିଛି। ଦିନ ବିତିବା ସହିତ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅଫିସ ପକ୍ଷରୁ ଆଶଙ୍କା କରାଯାଉଛି। ସେପଟେ ନିଆଁ ଲିଭାଇବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ପାଣି ଅଭାବ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଜଳ ଅଭାବନକୁ ନେଇ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜଳ ଅଭାବ ଯୋଗୁଁ କିପରି ନିଆଁ ଲିଭାଇବା କାମ ପ୍ରଭାବିତ ହେଉଛି ସେ ତାହାର ତଦନ୍ତ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking