ଜଗତସିଂହପୁର: ବନ୍ଧୁକ , ଭୁଜାଲି ଦେଖାଇ ଲୁଟିନେଲେ ୫ ଦୁର୍ବୃତ୍ତ । ବିରିଡି ଥାନା ଦଣ୍ଡିଲୋ ଗାଁରେ ୩ଟି ପରିବାରରୁ ଲୁଟ ହୋଇଛି । କବାଟ ଭାଙ୍ଗି ହାତ ଗୋଡ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି । ଏନେଇ ପୋଲିସ ତଦନ୍ତ ଚଳାଇଛି ।