ଭୁବନେଶ୍ୱର : ବିଜେପି ସରକାରଙ୍କୁ ସ୍ନେହାଙ୍ଗିନୀ ଛୁରିଆଙ୍କ ଟାର୍ଗେଟ । ବିଜେପି ସରକାର ବିଜୁ ପଟ୍ଟନାୟକଙ୍କୁ ଅପମାନ ଦେଇଛନ୍ତି । ରାଜ୍ୟରେ ମହିଳା ମାନେ ସୁରକ୍ଷାରେ ନାହାନ୍ତି । କହିଛନ୍ତି ସ୍ନେହାଙ୍ଗିନୀ । ସୁଭଦ୍ରା ଯୋଜନା ମହିଳାଙ୍କ ପାଇଁ ଲଲିପପ ଭଳି । ମହିଳାମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର । ନିର୍ୱାଚନ ବେଳେ ମିଛ ଲୋଭ ଦେଖାଇଥିଲା ବିଜେପି । ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି ବିଜେପି କହିଛନ୍ତି ସ୍ନେହାଙ୍ଗିନୀ ।










