ଭୁବନେଶ୍ୱର: ଲୋକସେବା ଭବନରେ ଗୁରୁତ୍ୱପୂଣ୍ଣ ସଚିବସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି । ଏହି ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ସମସ୍ତ ବିଭାଗର ସଚିବମାନେ ଉପସ୍ଥିତ ରହିଛନ୍ତି । ତେବେ ଆଲୋଚନା ଏଜେଣ୍ଡା କଣ ତାହା ଏପଯ୍ୟନ୍ତ ସ୍ପଷ୍ଟ ହୋଇନି । କିନ୍ତୁ ବୈଠକରେ କିଛି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗ ଏବଂ ନିଷ୍ପତ୍ତି ଉପରେ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି ।










