34.1 C
Bhubaneswar
Thursday, May 15, 2025
Homeଦେଶ ବିଦେଶବାଡମେର ଓ ଜୈସଲମେରରେ ଲକଡାଉନ

ବାଡମେର ଓ ଜୈସଲମେରରେ ଲକଡାଉନ

ନୂଆଦିଲ୍ଲୀ: ରାଜସ୍ଥାନର ବାଡମେର ଓ ଜୈସଲମେରରେ ଲକଡାଉନ । ସୀମାବର୍ତ୍ତୀ ଅଞ୍ଚଳରେ  ଲକଡାଉନ ଘୋଷଣା କରାଯାଇଛି । ଏହା ହ ବାଇ ଆଲର୍ଟ ଜାରି କରାଯାଇଛି । ପାକିସ୍ତାନ ପକ୍ଷରୁ  ଲଗାତାର ଅନୁପ୍ରବେଶର ଚେଷ୍ଟା  କରାଯାଉଛି ।  ଏହି ଅନୁପ୍ରବେଶ ଭିତରେ ପାକିସ୍ତାନର  ସୀମାବର୍ତ୍ତୀ ଅଞ୍ଚଳକୁ  କିଭଳି ସୁରକ୍ଷିତ ରଖାଯାଇପାରିବ । ଅନ୍ୟପଟେ ଉତ୍ତରାଖଣ୍ଡରୁ  ୧୫ରୁ ଅଧିକ ଫେରିଲେ ଛାତ୍ରଛାତ୍ରୀ ।  ଉତ୍ତେଜନା ଭୟରେ ଫେରୁଛନ୍ତି ଛାତ୍ରଛାତ୍ରୀ ।  ଜମ୍ମୁ କାଶ୍ମୀରରୁ   ଫେରୁଛନ୍ତି ଛାତ୍ରଛାତ୍ରୀ । ବାଲେଶ୍ୱରରେ ପହଞ୍ଚିଲେ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ୩ ଛାତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking