30.1 C
Bhubaneswar
Thursday, February 12, 2026
Homeଓଡିଶାକ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ

କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ

ଯାଜପୁର: ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଡ଼ୁବୁରୀ 53ଜାତୀୟ ରାଜ ପଥ ମରଣ ଯନ୍ତ୍ରା ପାଲିଟିଛି ଏହି ଜାତୀୟ ରାଜ ପଥ ନିର୍ମାଣ କାର୍ଯ୍ୟ ଓ ବ୍ରହ୍ମଣି ସେତୁ ର ମରାମତି ପାଇଁ ଅନେକ ଥର ଆନ୍ଦୋଳନ ହୋଇଛି l କିନ୍ତୁ ଜାତୀୟ ରାଜ ପଥ ର କୁମ୍ବ କର୍ଣ୍ଣ ନିଦ୍ରା ଭାଙ୍ଗୁ ନାହଁ ଏହି ରାଜ ପଥ ରେ ଦୃର୍ଘଟଣା ରେ ଗୋଟିଏ ପରେ ଜୀବନ ଗଡୁଛି ଜାତୀୟ ରାଜ ପଥ ନା ରାଜ୍ୟ ସରକାର କାହାରି ଚିନ୍ତା ନାହଁ lଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ କଳିଙ୍ଗ ନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ବ୍ରିଜ ନିକଟରେ ଏକ ଅଜଣା ଗାଡି ର ଦୁର୍ଘଟଣାରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ମୃତ ଘଟିଛି ସେମାନେ ସ୍ଥାନୀୟ ପଙ୍କପାଳ ଗ୍ରାମର ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ନାମ ଜଳଧର ଦଳାଇ । ଜଳଧର କବାଟବନ୍ଧ ମେଡ଼ିକାଲ ରୁ ନିଜ ସ୍ତ୍ରୀ ଏବଂ ୫ ମାସ ର ଶିଶୁ ପୁତ୍ର କୁ ଚିକିତ୍ସା କରି ଫେରୁଥିବା ସମୟରେ ଏକ ଅଜଣା ଗାଡି ରେ ଦୁର୍ଘଟଣା ଘଟିଛି। ଦମ୍ପତି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିଲା ବେଳ ଶିଶୁ ଟି ଚିଟିକି ପଡି ଯାଇ ଥିଲା ଶିଶୁ ର ଅବସ୍ଥା ଶଙ୍କଟା ପନ୍ନ ଥିବାରୁ ଚିକିତ୍ସା ପାଇଁ କଟକଶିଶୁ ଭବନ କୁ ସ୍ଥାନା ସ୍ତରିତ କରା ଯାଇଛି l ଖବର ପାଇ ସ୍ଥାନୀୟ ଲୋକ ମାନେ ଘଟଣା ସ୍ଥଳ କୁ ଆସି ଶବ କୁ ଜାତୀୟ ରାଜ ପଥ ରେ ରଖି ଟାୟାର ଜାଳି ରାସ୍ତା ରୋକ କରିଛନ୍ତିଦୃଘଟଣା ଘାଟଇ ଥିବା ଗାଡି ଫେରାର ହୋଇ ଯାଇଛି l ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି ମୃତ ବ୍ୟକ୍ତି ର ପରିବାର ଙ୍କୁ କ୍ଷତି ପୂରଣ ଦେବା ସହିତ ତୁରନ୍ତ ରାସ୍ତା ସମ୍ପସାରଣ କାର୍ଯ୍ୟ ଶେଷ କରିବା ସହିତ ଦୃର୍ଘଟଣା ଘାଟଇ ଥିବା ଗାଡି କୁ ଧରିବା ପାଇଁ ଆନ୍ଦୋଳନ କାରି ମାନେ ଅଡ଼ି ବସି ଛନ୍ତି । ଖବର ପାଇ କଳିଙ୍ଗନଗର ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛି, ଲୋକ ମାନଙ୍କୁ ବୁଝା ସୁଜା କରୁଛି ଏହି ଜାତୀୟ ପଥ ସମ୍ପ୍ରl ସଣ କାର୍ଯ୍ୟ ମନ୍ତର ଗତି ରେ ଚାଲୁଚି ଚଣ୍ଡିଖୋଲ ରୁ ଡ଼ୁବୁରୀ 39କିଲୋମିଟର ରାସ୍ତା ଦୀର୍ଘ ବର୍ଷ ହେବା ଚାଲୁଚି ଦୈନିକ ଦୃର୍ଘଟଣା ମନ ଘଟୁଛି ସରକାର ଜନ ପ୍ରତିନିଧି ମାନେ ନିରବ କେବେ ଏହା ସମ୍ପୃର୍ଣ୍ଣ ହେବ କାହାରି ପାଖରେ ଉତ୍ତର ନାହଁ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking