ଭୁବନେଶ୍ୱର: ସମ୍ମିଳନୀରେ ରାଜସ୍ୱ ଅଧିକାରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ତହସିଲ ସ୍ତରରେ ଅଭିଯୋଗର ସମାଧାନ କରିବାକୁ ଦେଲେ ପରାମର୍ଶ । ଏପରି ସମାଧାନ କର ଯେପରି କେହି ଭୁବନେଶ୍ୱର ନ ଆସନ୍ତୁ । ଜମିଜମା ସମସ୍ୟାର ସମାଧାନ ଅଫିସ ହେଉଛି ତହସିଲ । ତହସିଲ ସ୍ତରରେ ସମାଦାନ ହୋଇ ନପାରିବାରୁ ଅଦାଲତରେ ମାମଲା ବଢୁଛି । ତଳ ସ୍ତରରେ ଯଦି ସମାଧାନ ହୋଇଥାନ୍ତା , ଭୁବନେଶ୍ୱର ଆସୁ ନଥାନ୍ତେ ଲୋକଙ୍କ ଅଭିଯୋଗ ଧୈଯ୍ୟର ସହ ଶୁଣନ୍ତୁ । ସମୟ ଭିତରେ ସମାଧାନ କରନ୍ତୁ ।