27.1 C
Bhubaneswar
Friday, December 19, 2025
Homeଓଡିଶାବିଜେଡି କେତେ ପ୍ରତିଶ୍ରୁତି ଦେଇଥିଲା ତାଲିକା ଦେଉ: ମନ୍ତ୍ରୀ

ବିଜେଡି କେତେ ପ୍ରତିଶ୍ରୁତି ଦେଇଥିଲା ତାଲିକା ଦେଉ: ମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀଙ୍କୁ  ଆଇନମନ୍ତ୍ରୀ କଡା ସମାଲୋଚନା କରିଛନ୍ତି । ଆମେ ଟ୍ରାଞ୍ଜିବୁଲ ସଫଳତା ଦେଖାଇବାରେ ସକ୍ଷମ । ବିଜେଡି ସ୍ୱପ୍ନରେ ଦେଖିନଥିଲା ଆମେ ଦେଖାଇଛୁ ।  ବିଜେଡି କେତେ ପ୍ରତିଶ୍ରୁତି ଦେଇଥିଲା ତାଲିକା ଦେଉ । ଆମେ ଖୋଲା ବିତର୍କ ପାଇଁ ଆହ୍ୱାନ କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking