21.1 C
Bhubaneswar
Sunday, December 7, 2025
Homeଓଡିଶାମହିଳା କଂଗ୍ରେସର ଜିଲ୍ଲା ଉପସଭାପତି, ସାଧାରଣ ସଚିବ ଓ ସଚିବଙ୍କ ତାଲିକା ପ୍ରକାଶ

ମହିଳା କଂଗ୍ରେସର ଜିଲ୍ଲା ଉପସଭାପତି, ସାଧାରଣ ସଚିବ ଓ ସଚିବଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ପଦାଧିକାରୀଙ୍କ ତାଲିକାକୁ ଅନୁମୋଦନ କରିଛନ୍ତି ।

ଭାଇସ ପ୍ରେସିଡେଣ୍ଟସ

୧. ଜୟଶ୍ରୀ ପଟ୍ଟନାୟକ- ଖୋର୍ଦ୍ଧା
୨. ଦେବସ୍ମିତା ସାମଲ- ରାଉରକେଲା
୩. ଯବମନି ଟୁଡୁ- ମୟୁରଭଞ୍ଜ ୱେଷ୍ଟ
୪. ସୁନୀତା ବିଶ୍ୱାଳ- ସୁନ୍ଦରଗଡ
୫. ବିଶ୍ୱକଲାଣି କର- କଟକ
୬. ଦ୍ରୌପଦୀ ମାଝୀ- କଳାହାଣ୍ଡି
୭. ପ୍ରତିମା ମଲିକ- ଜଗତସିଂହପୁର
୮. ଅନିତା ନାୟକ- କଟକ
୯. ସ୍ୱର୍ଣ୍ଣପ୍ରଭା ପଶୟତ-କଟକ
୧୦. ପ୍ରଣତି ମିଶ୍ର- ଭୁବନେଶ୍ୱର

ଜେନେରାଲ ସେକ୍ରେଟେରୀ
୧. ବାସନ୍ତୀ ସାମଲ- ବାଲେଶ୍ୱର
୨. ହରବତୀ ଗଣ୍ଡ- ନବରଙ୍ଗପୁର
୩. କୁସୁମ ପ୍ରଧାନ- ଭୁବନେଶ୍ୱର
୪. ଶ୍ରୀୟାସ୍ମିତା ପଣ୍ଡା- ଭୁବନେଶ୍ୱର
୫. ସ୍ନେହଲତା ରାୟ- କେନ୍ଦ୍ରାପଡା
୬. ଗୋରତୀ ଜେସ- ସୁନ୍ଦରଗଡ
୭. ପ୍ରୀତିଛନ୍ଦା କୈବଲ୍ୟ ନାୟକ- କଟକ( ମାହାଙ୍ଗା)
୮. ଦିପ୍ତିରାଣୀ ପ୍ରଧାନ- ଜଗତସିଂହପୁର
୯. ଅମିଶା ସାମନ୍ତରାୟ- ଭଦ୍ରକ
୧୦. ନିରୁପମା ପାତ୍ର- ପୁରୀ
୧୧. ସୁପ୍ରଭା ବରାଇ- କୋରାପୁଟ
୧୨. ଶ୍ରୀୟା ମହାନ୍ତି- ଭୁବନେଶ୍ୱର
୧୩. ବନ୍ଦିତା ମହାନ୍ତି- ଢେଙ୍କାନାଳ , କାମାକ୍ଷାନଗର
୧୪. ଅନିତା ନାୟକ- କଟକ
୧୫. ଏଲିସ ମିଞ୍ଜ- ରାଉରକେଲା
୧୬. ପିଙ୍କି କହଁର- କନ୍ଧମାଳ
୧୭. ପ୍ରଗତି ନାୟକ- କନ୍ଧମାଳ
୧୮. ସୁରଭି ବିଶୋଇ- ଗଞ୍ଜାମ ୱେଷ୍ଟ
୧୯. ସୁତାପ ମିତ୍ର- ସମ୍ବଲପୁର
୨୦. ମୀରା ମଣ୍ଡଳ- ବଲାଙ୍ଗୀର
୨୧. ଇସରତ ଜହଁନ- କଟକ
୨୨. ଲିଜାରାଣୀ ରାଉତ- କଟକ

ସେକ୍ରେଟାରୀ
୧. ବିନତୀ ପାଢୀଆରି- ପାରାଦ୍ୱୀପ
୨. ଅମିତାବଳ ଆଚାର୍ଯ୍ୟ- ଭଦ୍ରକ
୩. ଦେବସ୍ମିତା ସାହୁ- ଆନନ୍ଦପୁର, କେଉଁଝର
୪. ନନ୍ଦି ଗୌରୀ- ରାୟଗଡା
୫. ମାଳତୀ ନାୟକ- ଭୁବନେଶ୍ୱର
୬. ଜ୍ୟୋତି ଲକରା- ସୁନ୍ଦରଗଡ
୭. ନନ୍ଦିନୀ ଲକ୍ରା- ସୁନ୍ଦରଗଡ
୮. ସବିତା ଚାନ୍ଦ- ଭଦ୍ରକ
୯. ରୀନା ବେହେରା- କଟକ
୧୦. ମମିଆ ଭୁମିଆ- ମାଲକାନଗିରି
୧୧. ସ୍ୱସ୍ତିକ ପଣ୍ଡା- ଭଦ୍ରକ
୧୨. ନମିତା ମାଝୀ- କୋରାପୁଟ
୧୩. ମମିତା ପାତ୍ର- ଭୁବନେଶ୍ୱର
୧୪. ସୁଦିପ୍ତା ଦାସ- ଗଞ୍ଜାମ ଇଷ୍ଟ
୧୫. ମହେନ୍ଦ୍ରୀ ସାହୁ- କଳାହାଣ୍ଡି
୧୬. ଚୈତଲ୍ଲୀ ପଟ୍ଟନାୟକ- ଢେହ୍‌କାନାଳ
୧୭. ଗୌରୀ ବିଶ୍ୱୟୀ- ଗଞ୍ଜାମ ୱେଷ୍ଟ
୧୮. କବିତା ପ୍ରିୟଦର୍ଶନୀ ଦାସ- ପୁରୀ, ଜିଓପି
୧୯. ମିନତୀ ରାଉତ- କେନ୍ଦ୍ରାପଡା
୨୦. ପ୍ରଜ୍ଞା ପି. ବେହେରା- ବୌଦ୍ଧ
୨୧. ପ୍ରତିମା ପଣ୍ଡା- ବାଲେଶ୍ୱର
୨୨. ସିଲି ସେଠୀ- ଭୁବନେଶ୍ୱର
୨୩. କଳ୍ପନା ଆପତ- ଝାରସୁଗୁଡା
୨୪. ରଞ୍ଜିତା ଯୋଶୀ- ମୟୁରଭଞ୍ଜ ଇଷ୍ଟ
୨୫. ତ୍ରିଷ୍ଣା ରାୟ- ସୁନ୍ଦରଗଡ
୨୬. ମନୋରମା ଖଟୁଆ- ପାରାଦୀପ
୨୭. ଉଷାରଞ୍ଜନ ମହନ୍ତ-ମୟୁରଭଞ୍ଜ
୨୮. ରଞ୍ଜିତା ନାୟକ- ବାଲେଶ୍ୱର
୨୯. ଜ୍ୟୋସ୍ନା ସେନାପତି- ବାଲେଶ୍ୱର
୩୦. ବୁଲକି ସେଠ- ସୁନ୍ଦରଗଡ
୩୧. ମିନାକ୍ଷୀ ପ୍ରଧାନୀ- ଖେର୍ଦ୍ଧା
୩୨. ସ୍ୱର୍ଣ୍ଣଲତା ବନାରା- ଯାଜପୁର
୩୩. ଲିପିକା ପାଲ- ଅନୁଗୁଳ
୩୪. ନିରୁପମା ବେହେରା- ଝାରସୁଗୁଡା
୩୫. ନିଲିମା ଅଗ୍ରୱାଲ- ବରଗଡ
୩୬. ବଂଶୀଘର ସାମନ୍ତରାୟ- ଗଜପତି
୩୭. ରଞ୍ଜିତା ହେମ୍ବ୍ରମ- ମୟୁରଭଞ୍ଜ
୩୮. ନିନି ବୁଦ- ଦେଓଗଡ
୩୯. ପ୍ରତିମା ନାୟକ- ନୟାଗଡ
୪୦. ଲକ୍ଷ୍‌ମୀ ସବର- ରାୟଗଡା
୪୧. ସୁଧେଷ୍ଣା ପଣ୍ଡା- ସୁବର୍ଣ୍ଣପୁର
୪୨. ଜ୍ୟୋତି ତାଲୁଜା- ନୂଆପଡା
୪୩. ଜୟସ୍ମିତା ମହାନ୍ତି – ବାଲେଶ୍ୱର
୪୪. ପୂର୍ଣ୍ଣିମା ବେହେରା- କଟକ
୪୫. ରୀନା ବେହେରା- କଟକ

ସ୍ପେଶାଲ ଆଡଭାଇଜର
୧. ବିଜୟଲକ୍ଷ୍‌ମୀ ସାହୁ- କଟକ
୨. ସରସ୍ୱତୀ ହେମ୍ବ୍ରମ- ମୟୁରଭଞ୍ଜ
୩. ଗିରିବଳ ବେହେରା- କଟକ
୪. ରତ୍ନମଣି ଉଲ୍ଲାକା- ରାୟଗଡା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking