34.1 C
Bhubaneswar
Sunday, March 30, 2025
Homeଓଡିଶାଓଡ଼ିଶା ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ତାଲିକା

ଓଡ଼ିଶା ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ତାଲିକା

ଭୁବନେଶ୍ୱର : ଅପ୍ରେିଲ ୧ରେ ସତ୍ୟଭାମାପୁର କଟକ ଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଓ ଜିଲ୍ଲାସ୍ତରୀୟ ଉତ୍ସବ ପାଳନ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଜାଣନ୍ତୁ କିଏ କେଉଁଠି ଯୋଗଦେବେ..
୧) କଟକ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପୃଥ୍ୱୀରାଜ ହରଚିନ୍ଦନ, ସୂର୍ଯ୍ୟବଂଶୀ ସୂରଜ,
୨) ଭୁବନେଶ୍ୱର – ସୁରମା ପାଢ଼ୀ,
୩) ଗଜପତି – ମୁକେଶ ମହାଲିଙ୍ଗ,
୪) ଖୋର୍ଦ୍ଧା – ପ୍ରଭାତୀ ପରିଡ଼ା
୫) ପୁରୀ – କୃଷ୍ଣ ଚନ୍ଦ୍ର ପାତ୍ର
୬) ଦେବଗଡ଼ – ରବିନାରାୟଣ ନାୟକ
୭) ନବରଙ୍ଗପୁର – ନିତ୍ୟାନନ୍ଦ ଗଣ୍ଡ
୮) ଗଞ୍ଜାମ – ବିଭୁତି ଭୁଷଣ ଜେନା
୯) ମୟୁରଭଞ୍ଜ – କୃଷ୍ଣ ଚନ୍ଦ୍ର ମହାପାତ୍ର
୧୦) ଅନୁଗୋଳ – ସୁରେଶ ପୂଜାରୀ
୧୧) କେନ୍ଦୁଝର – ଗଣେଶ ରାମ ସିଂ ଖୁଣ୍ଟିଆ
୧୨) ନୟାଗଡ଼ – ଗୋକୁଳାନନ୍ଦ ମଲ୍ଲିକ
୧୩) ଯାଜପୁର – ପ୍ରଦୀପ ବଳ ସାମନ୍ତ
୧୪) ଜଗତସିଂହପୁର – ସମ୍ପଦ ସ୍ୱାଇଁ
୧୫) ଅନ୍ୟ ସମସ୍ତ ଜିଲ୍ଲା – ଜିଲ୍ଲାପାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking