27.1 C
Bhubaneswar
Friday, December 5, 2025
Homeଓଡିଶାବଡଦାଣ୍ଡରେ ରହିବନି ମଦ ଦୋକାନ: ମନ୍ତ୍ରୀ  

ବଡଦାଣ୍ଡରେ ରହିବନି ମଦ ଦୋକାନ: ମନ୍ତ୍ରୀ  

ଭୁବନେଶ୍ୱର: ଶ୍ରୀମନ୍ଦିରର ୧ କିମି ପରିଧି  ଓ ବଡଦାଣ୍ଡରେ ରହିବନି ମଦ ଦୋକାନ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବଡଦାଣ୍ଡ ଏବଂ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତାରେ ଆମିଷ ବିକ୍ରି ବନ୍ଦ । ଆଧାତ୍ମିକତାର ସୁରକ୍ଷା ଓ ମନ୍ଦିର ପାଖେ କୌଣସି ତାମସିକ କଥା ନରହୁ । ମଦ ବିକ୍ରି ବନ୍ଦ ପଲିସୀ ଆସିବା ପରେ କଡାକଡି କାର୍ଯ୍ୟକାରୀ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking