26.1 C
Bhubaneswar
Tuesday, April 1, 2025
Homeଓଡିଶାମଦ: ସଂସଦରେ ପ୍ରଦୀପଙ୍କ ଉଦବେଗ

ମଦ: ସଂସଦରେ ପ୍ରଦୀପଙ୍କ ଉଦବେଗ

ଭୁବନେଶ୍ୱର: ମଦର ବ୍ୟାପକ ପ୍ରସାର ନେଇ ପ୍ରଦୀପ ପୁରୋହିତଙ୍କ ଉଦବେଗ । ଲୋକସଭାରେ ଉଦବେଗ ପ୍ରକାଶ କଲେ ପ୍ରଦୀପ ପୁରୋହିତ । ଓଡିଶାର ସାମାଜିକ ବ୍ୟବସ୍ଥା ନଷ୍ଟ ହେଉଛି । ଅନ୍ୟ ରାଜ୍ୟରେ ମଧ୍ୟ ସମାନ ସ୍ଥିତି । ଅବକାରୀ ବିଭାଗକୁ କେନ୍ଦ୍ର ଅଧୀନକୁ ନିଅନ୍ତୁ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking