13.1 C
Bhubaneswar
Sunday, December 7, 2025
Homeଓଡିଶାସ୍ୱାଭାବିକ ହେଲା ଲିଙ୍ଗରାଜ ନୀତିକାନ୍ତି

ସ୍ୱାଭାବିକ ହେଲା ଲିଙ୍ଗରାଜ ନୀତିକାନ୍ତି

ଭୁବନେଶ୍ୱର: ସ୍ୱାଭାବିକ  ହେଲା ଲିଙ୍ଗରାଜ ନୀତିକାନ୍ତି । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ମହାସ୍ନାନ ହେଲା ।  ଏହା ପରେ ପୁଣି ଆରମ୍ଭ  ହେଲା  ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ।  ସହାଣ ମେଲା ଦର୍ଶନ  କରାଇଥିବା   ବଡୁ ସେବାୟତଙ୍କୁ ହେବ ପଚରାଉଚରା ।   କେଦାରଗୌରୀ ମନ୍ଦିରରେ  ଦିଅଁଙ୍କ ବିବାହ  ସଂପୂଣ୍ଣ ହେବା ପୂର୍ୱରୁ  ଲିଙ୍ଗରାଜ ମନ୍ଦିରରେ ଦ୍ୱାର  ଖୋଲିଥିଲେ ବଡୁ ନିଯୋଗରେ ପାଳିରେ  ଥିବା ସେବାୟତ ।  ମଙ୍ଗଳ ଆଳତି ପୂର୍ୱରୁ  ସେବାୟତ ଜଣଙ୍କ  ମନ୍ଦିର ଦ୍ୱାର ଖୋଲି  ଭକ୍ତଙ୍କୁ  ସାହାଣ ମେଲା  ଦର୍ଶନ କରାଇଥିଲେ । ଏହାକୁ ନେଇ ସେବାୟତ   ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking