28.1 C
Bhubaneswar
Thursday, February 5, 2026
Homeଓଡିଶାଉପାସରେ ଲିଙ୍ଗରାଜ

ଉପାସରେ ଲିଙ୍ଗରାଜ

ଭୁବନେଶ୍ୱର : ସେବା ବିବାଦରୁ ଗତକାଲି ସନ୍ଧ୍ୟାରୁ  ଶ୍ରୀଲିଙ୍ଗରାଜ ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି  ବ୍ୟବସ୍ଥା । ବଡୁ ସେବାୟତ ବାରମ୍ବାର  ମନମୁଖୀ କାଯ୍ୟ କରୁଥିବା ଅଭିଯୋଗରେ ନୀତିକାନ୍ତି ବ୍ୟବସ୍ଥା ବନ୍ଦ ରହିଛି । ମକର ମଣ୍ଡପରେ ବସି ରହିଛନ୍ତି ଠାକୁର । ଏନେଇ କିଛି ସମୟ ପରେ ଜରୁରୀ  ବୈଠକ ବସିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking