30.1 C
Bhubaneswar
Saturday, February 14, 2026
Homeଓଡିଶାବଜ୍ରପାତ ନେଲା ଜୀବନ

ବଜ୍ରପାତ ନେଲା ଜୀବନ

କୁଚିଣ୍ଡା: କୁଚିଣ୍ଡାରୁ ଏକ ଦୁଃଖଦ ଖବର ସମ୍ନାକୁ ଆସିଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ ଗୁରୁତରଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁଚିଣ୍ଡା ଥାନା ସାହାଜବାହାଲ ଗାଁ ନିକଟରେ ଘଟିଛି ଅଘଟଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking