ମହାକାଳପଡା: ଡଙ୍ଗାରେ ଯିବାବେଳେ ବଜ୍ରାଘାତ ନେଇଗଲା ଜୀବନ । ବଜ୍ରାଘାତରେ ଷାଠିଏବାଟି ଗାଁର ଜଣେ ମୃତ । ବଜ୍ରାଘଆତରେ ଆହତ ପଦଗୂପଗତା ୨ ଜଣ । ଆହତ ହେବା ପରେ ତାଙ୍କୁ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଜଣେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର ଏବଂ ଆଉ ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।