ଅନୁଗୁଳ: ଅନୁଗୁଳରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ବଜ୍ରାଘାତରେ ମହିଳାଙ୍କ ସମେତ ୬ ଛେଳି ମୃତ୍ୟୁବରଣ କରିଛନ୍ତି । ଛେଳି ଚରଉଥିବା ବେଳେ ଘଟିଲା ବଜ୍ରାଘାତରେ । ବଜ୍ରାଘାତର ଶିକାର ହୋଇ ଚାଲିଗଲା ଜୀବନ । ଏହି ଅଘଟଣଟି ଜରପଡ ଥାନା ପରା ଗାଁରେ ଘଟିଛି । ଘଟଣା ପରେ ପରିବାର ଏବଂ ଗାଁରେ ଶୋକର ଛାୟା ଖେଳିଯାଇଛି ।










