27.1 C
Bhubaneswar
Sunday, September 29, 2024
Homeଓଡିଶାବଜ୍ରପାତ : ୫ ମୃତ, ୩ ଗୁରୁତର

ବଜ୍ରପାତ : ୫ ମୃତ, ୩ ଗୁରୁତର

ଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ଚାଲିଯାଇଛି ୫ ଜମଙ୍କ ଜୀବନ । ପଦ୍ନପୁରରେ ବଜ୍ରାଘାତରେ ୩ ଜମଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଡେନ ଥାନା ଆନଦେୱାନଡିହି ଗାଁର ଘଟଛି ଏଭଳି ଅଭାବନୀୟ ଘଟଣା । ଗାଁମୁଣ୍ଡ ବରଗଛ ତଳେ ବସିଥିବା ବେଳେ ବଜ୍ରପାତ ହୋଇଥିଲା । ସେହିପରି ଖପ୍ରାଖୋଲ ଚାଉଳବାଞ୍ଜିିରେ ବଜ୍ରଘାତ ।  ବଜ୍ରଘାତରେ ୨ ଜଣଙ୍କର ଚାଲିଗଲା ଜୀବନ । ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କପାଚାଷ ପାଇଁ କ୍ଷେତରେ କାମ କରୁଥିଲେ । ବଜ୍ରଘାତରେ ମା ଓ ପୁଅଙ୍କର ମୃତ୍ୟୁ ହୋଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking