ଭୁବନେଶ୍ୱର : ତାମିଲନାଡୁରେ ବାତ୍ୟା ହେବାର ଆଶଙ୍କା ଥିବା ବେଳେ ଭୁବନେଶ୍ୱରରେ କିଛି ସ୍ଥାନରେ ହାଲୁକା ବର୍।। ହେବାର ଦେଖାଦେଇଛି । ଆଜି ସକାଳୁ ଓଡିଶାର କିଛି ଜିଲ୍ଲାରେ ମେଘାଛ୍ଛନ୍ନ ଦେଖାଯାଉଛି ଆକାଶ । କାଲି ତାମିଲନାଡୁ ଓ ଆନ୍ଧ୍ର ମଝିରେ ଲ୍ୟାଣ୍ଡଫଲ କରିବ ପେଙ୍ଗଲ । ଓଡିଶା ଉପରେ ପ୍ରଭାବ ନଥିଲେ ସୁଦ୍ଧା ଝିପିିଝିପି ବର୍ଷା ହେବାର ସମ୍ଭାବନା ରହିଛି ।










