ଢେଙ୍କାନାଳ: ଢେଙ୍କାନାଳ ସହରରେ ଲଗାଣ ବର୍ଷାରେ ଭୁଶୁଡି ପଡିଛି ଲାଇଟ ଗେଟ । ଦକ୍ଷିଣକାଳୀଠାରେ ଏକ ବିରାଟ ଲାଇଟ ଗେଟ ରାସ୍ତାରେ ଭାଙ୍ଗି ପଡିଛି । ଆସନ୍ତା ୬ ତାରିଖରେ ଲକ୍ଷ୍ମୀ ପୂଜା ପାଇଁ ହୋଇଥିଲା ଲାଇଟ ଗେଟ । ଗତକାଲି କଟକରେ ପ୍ରବଳ ବର୍ଷା । ଫଳରେ କଲେଜ ଛକ ଲାଇଟ ଗେଟ ଭାଙ୍ଗିଯାଇଥିଲ।। ପ୍ରବଳ ବର୍ଷାରେ ଭୁଶୁଡି ପଡିଥିଲା । ହେଲେ କାହାର କିଛି କ୍ଷତି ହୋଇନାହିଁ । ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟି ରାସ୍ତା ସଫା ପାଇଁ ଉଦ୍ୟମ କରାଯାଇଛି ।










