21.1 C
Bhubaneswar
Saturday, December 6, 2025
Homeଓଡିଶାକଟକରେ ଲାଇଟ ଗେଟ ଭାଙ୍ଗିଲା

କଟକରେ ଲାଇଟ ଗେଟ ଭାଙ୍ଗିଲା

କଟକ: କଟକରେ ପ୍ରବଳ ବର୍ଷା । ଫଳରେ  କଲେଜ ଛକ ଲାଇଟ ଗେଟ ଭାଙ୍ଗିଯାଇଛି । ପ୍ରବଳ ବର୍ଷାରେ ଭିଶୁଡି ପଡିଲା । ହେଲେ କାହାର କିଛି କ୍ଷତି ହୋଇନାହିଁ । ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟି ରାସ୍ତା ସଫା ପାଇଁ ଉଦ୍ୟମ କରାଯାଇଛି । ଫିକା ପଡ଼ିବ ଦଶହରା । ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର । ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ୩ ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking