ନୀଳଗିରି: ଗଣେଶ ପୂଜାରେ ଘଟିଛି ବଡ ଅଘଟଣ । ଗଣେଶ ପୂଜା ସମୟରେ ସ୍କୁଲରେ ନାଚୁ ନାଚୁ ଚାଲିଗଲା ଜୀବନ । ସ୍କୁଲ ପରିସରରେ ଚାଲିଗଲା ନବମ ଶ୍ରେମୀ ଛାତ୍ରଙ୍କ ଜୀବନ । ନୀଳଗିରି ଥାନା ଜଡିଦା ରାଧାମାଧବ ଜୀଉ ବିଦ୍ୟାଳୟରେ ଘଟିଛି ଏହି ଅଘଟଣ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










