35.1 C
Bhubaneswar
Monday, March 23, 2026
Homeଓଡିଶାମାଛ ଧରିବାକୁ ଯାଇ ଚାଲିଗଲା ଜୀବନ

ମାଛ ଧରିବାକୁ ଯାଇ ଚାଲିଗଲା ଜୀବନ

ଗଞ୍ଜାମ:  କେନାଲକୁ ମାଛ ଧରିବାକୁ ଯାଇ ଚାଲିଗଲା ଜୀବନ । ଗଞ୍ଜାମ ଜିଲ୍ଲା କଣ୍ଟିଆଗଡ ସାଏବ କେନାଲରେ ଭାସୁଛି ମୃତଦେହ । ରାତି ୩ଟାରେ କେନାଲକୁ  ମାଛ ଧରିବାକୁ ଯାଇ ଫେରିନଥିଲେ । ସକାଳେ କେନାଲରେ ମୃତଦେହ ଦେଖିଥିଲେ ପରିବାର ଲୋକେ ।  ମୃତଦେହକୁ ଦେଖି ପରିବେଶରେ ଦୁଃଖର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking