29.1 C
Bhubaneswar
Tuesday, January 21, 2025
Homeଓଡିଶାହତ୍ୟାକାରୀଙ୍କୁ ଆଜୀବନ ସଜା

ହତ୍ୟାକାରୀଙ୍କୁ ଆଜୀବନ ସଜା

ଭୁବନେଶ୍ୱର : ସୌମ୍ୟରଞ୍ଜନ କୁଣ୍ଡୁ ହତ୍ୟା ମାମଲା ରେ  ସଜା ଶୁଣାଇଲେ  ଖୋର୍ଦ୍ଧା ଜିଲ୍ଲା  ଦୌରାଜଜ ।  ୨୦୨୨ ଅଗଷ୍ଟ ୩୦ରେ  ହତ୍ୟା କରାଯାଇଥିଲା । ଏହି ଘଟଣାରେ  ମନୋଜ ଦାସ ଓ ଅଶୋକ ଦାସ ମୁଖ୍ୟ ଅଭିଯୁକ୍ତ । ଉଭୟଙ୍କୁ  ଆଜୀବନ ସଜା ଶୁଣାଇଛନ୍ତି  ଖୋର୍ଦ୍ଧା ଜିଲ୍ଲା ଦୌରାଜଜ । ଜେଲ ଦଣ୍ଡ ସହ  ୧୦ ହଜାର ଟଙଅକା ଜୋରିମାନା ଦେବାକୁ ପଡିବ ।  ଅନାଦେୟ ଅଧିକ ୧ ବର୍ଷ ଅତିରିକ୍ତ ସଶମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏଥିପାଇଁ ସଜା ଶୁଣାଇଛନ୍ତି  ନିଶାଙ୍କଙ୍କ କୋର୍ଟ ।  ଆଇପିସିର ଧାରା ୩୦୨ରେ ହତ୍ୟାକାଣ୍ଡ ରୁଜୁ କରାଯାଇଛି । ଏକାଧିକ ଅପରାଧୀଙ୍କ ସମ୍ପୃକ୍ତି ଅଭିଯୋଗରେ ଦଣ୍ଡାଦେଶ  ଶୁଣାଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking