19.1 C
Bhubaneswar
Monday, December 8, 2025
Homeଓଡିଶାଫାଇଲେରିଆ ଔଷଧ ନେଲା ଜୀବନ !

ଫାଇଲେରିଆ ଔଷଧ ନେଲା ଜୀବନ !

ସୁବର୍ଣ୍ଣପୁର : ଫାଇଲେରିଆ ଔଷଧ ଖାଇ  ଯୁବକଙ୍କ  ମୃତ୍ୟୁ  ଅଭିଯୋଗ ହୋଇଛି । ବୁର୍ଲାରେ ଚିକିତ୍ସାଧୀନ ବୀରମହାରାଜପୁର ବିକଲପାଲି ଗାଁ ଯୁବକଙ୍କ ମୃତ୍ୟୁ ହୋଇଛି । ଅଙ୍ଗନବାଡି ଓ ଆଶା ଦିଦି ବାଣ୍ଟିଥିବା ଔଷଧ ଖାଇ ଅସୁସ୍ଥ ହୋଇପଡିଥିଲେ ।  ମେଡିସିନ ନଖାଇଲେ ଆଧାର, ସୁଭଦ୍ରା, ରାସନ କାର୍ଡ କଟିବା ଧମକ  ଅଭିଯୋଗ ହୋଇଛି । ଏପରି ଗୁରୁତର ଅଭିଯୋଗ ଆଣିଲେ ମୃତକଙ୍କ ଭାଇ । ପ୍ରଥମେ ସୁବଣ୍ଣପୁର ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆଜି ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି । କାନପୁର ଛକରେ ରାସ୍ତାରେ ଅବରୋଧ କଲେ ପରିବାର ଓ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking