Homeଅପରାଧଦୁଷ୍କର୍ମକାରୀଙ୍କୁ ଆଜୀବନ ଅପରାଧଓଡିଶା ଦୁଷ୍କର୍ମକାରୀଙ୍କୁ ଆଜୀବନ By Ona Khabara 22/11/2024 Share FacebookTwitterPinterestWhatsAppLinkedinReddItTelegram କେନ୍ଦୁଝର: ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ । ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ । ରାୟ ଶୁଣାଇଲେ କେନ୍ଦୁଝର ଫାଷ୍ଟଟାକ କୋର୍ଟ । ଆଜୀବନ ଜେଲ ଦଣ୍ଡାଦେଶ ଓ ୨୦ ହଜାର ଜରିମାନା । ପୀଡ଼ିତାଙ୍କୁ ୫ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ନିର୍ଦେଶ । ୧୯୯୮ ମସିହା ସଦର ଥାନା ଅଞ୍ଚଳ ଘଟଣା । Share FacebookTwitterPinterestWhatsAppLinkedinReddItTelegram Previous articleଆସୁଛି ବାତ୍ୟା : ଓଡିଶାକୁ ପ୍ରଭାବ ନାହିଁ Next articleଶୁଫି ଧର୍ମପୀଠରେ ଆଖିବୁଜା ଗୁଳିମାଡ଼: ୧୦ ମୃତ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା…. ଓଡିଶା ପାଣ୍ଡିଆନ କବଜାରେ ବିଜେଡି: ଦେବୀ ରଂଜନ ଦେଶ ବିଦେଶ ଫାଟିଲା ସିଲିଣ୍ଡର: ୨ ମୃତ, ୭ ଆହତ ଓଡିଶା ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି