34.1 C
Bhubaneswar
Monday, June 9, 2025
Homeଓଡିଶାଆର୍ଥିକ ବର୍ଷରୁ ଲାଗୁହେବ ଆୟୁଷ୍ମାନ: ମନ୍ତ୍ରୀ

ଆର୍ଥିକ ବର୍ଷରୁ ଲାଗୁହେବ ଆୟୁଷ୍ମାନ: ମନ୍ତ୍ରୀ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ଲାଗୁ ହେବ ଆୟୁଷ୍ମାନ ଭାରତ । ଆୟୁଷ୍ମାନ ସହ ଗୋପବନ୍ଧୁ ଆରୋଗ୍ୟ ସ୍ୱାସ୍ଥ୍ୟବୀମା କାର୍ଡ ଉପଲବ୍ଧ ହେବ । ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରଥମ ପର୍ଯ୍ୟାୟରେ ସାଢେ ୩ କୋଟି ଓଡ଼ିଆ ଉପକୃତ ହେବେ । ଏ ନେଇ ୩ ହଜାର କୋଟି ଟଙ୍କାର ବଜେଟ ରେ ବ୍ୟବସ୍ତା ରହିଛି । ହେଡ଼ ଅଫ ଏକାଉଣ୍ଟ ପରିବର୍ତ୍ତନ ସରିଛି , ପୂର୍ବ ସ୍ୱାସ୍ଥ୍ୟ କାର୍ଡ ପରିବର୍ତ୍ତନ କରାଯିବ । ପଶ୍ଚିମବଙ୍ଗ ଓ ଦିଲ୍ଲୀକୁ ଛାଡି ସବୁ ରାଜ୍ୟରେ ପ୍ରଚଳନ କରାଯିବ । ଦେଶର ପ୍ରାୟ ୨୭ ହଜାର ମେଡିକାଲ ରେ ଏହା ପ୍ରଚଳ ହେବ । ବିଶେଷକରି ପ୍ରବାସୀ , ଶ୍ରମିକମାନେ ଲାଭ ହେବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking