25.1 C
Bhubaneswar
Sunday, December 14, 2025
Homeଓଡିଶାସରକାରଙ୍କ ନିଦ ଭାଙ୍ଗୁ, ଆକ୍ସନ ନିଆଯାଉ: ରୁଦ୍ର

ସରକାରଙ୍କ ନିଦ ଭାଙ୍ଗୁ, ଆକ୍ସନ ନିଆଯାଉ: ରୁଦ୍ର

ଭୁବନେଶ୍ୱର: ନିମାପଡା ବଳଙ୍ଗା  ଛାତ୍ରୀ ପୋଡି ଘଟଣାରେ  ବିଜେଡି ନେତା  ରୁଦ୍ର ମହାରଥୀ ପ୍ରତିକ୍ରିୟା  ରଖିଛନ୍ତି । କହିଛନ୍ତି,  ରାଜ୍ୟରେ ବାରମ୍ବାର ଏଭଳି ଘଟଣା ଘଟିଚାଲିଛି ।  ରାଜ୍ୟ ସରକାର କଣ କରୁଛନ୍ତି ?  ଘଟଣାକୁ ତଦନ୍ତ କରି ଆକ୍ସନ ନିଆଯାଉ ।  ସରକାରଙ୍କ ନିଦ ଭାଙ୍ଗୁ ପଦକ୍ଷେପ ନିଆଯାଉ ।  ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking