ଭୁବନେଶ୍ୱର: ମହିଳା ନିର୍ଯାତନା ପ୍ରସଙ୍ଗରେ ବିଜେପି ବିଧାୟକ ଅମର ନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆମ ସରକାର ନାରୀ ନିର୍ଯାତନା ପ୍ରସଙ୍ଗରେ ସହନଶୀଳତା । ଆସାମୀ ଯିଏ ବି ହେଉ ଗିରଫ ହେଉଛନ୍ତି । ଦୃଷ୍ଟାନ୍ତମୂଳକ କାଯ୍ୟାନୁଷ୍ଠାନ ହେଉଛି । ବିଜେଡି କେତେ ସମ୍ବେଦନଶୀଳ ତାହା ସମସ୍ତେ ଜାଣନ୍ତି । ଖୋଲା ବିତର୍କ ପାଇଁ ଆମେ ରାଜି । ରାଜନୀତି ନକରି ବିତର୍କକୁ ଆସନ୍ତୁ ।










