21.1 C
Bhubaneswar
Tuesday, February 3, 2026
Homeଓଡିଶାବିଚାରବିଭାଗୀୟ ତଦନ୍ତ ହେଉ: ଶ୍ରୀକାନ୍ତ

ବିଚାରବିଭାଗୀୟ ତଦନ୍ତ ହେଉ: ଶ୍ରୀକାନ୍ତ

ଭୁବନେଶ୍ୱର: ବାଲେଶ୍ୱର ଘଟଣାରେ  ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ ।  ବିଚାରବିଭାଗୀୟ କିମ୍ବା ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କଲେ ଶ୍ରୀକାନ୍ତ ଜେନା । କହିଛନ୍ତି, ଛାତ୍ରୀ ଜଣଙ୍କ ଜିଲ୍ଲାପାଳ , ଏସପି, ବିଧାୟକ, ସାଂସଦ , ମନ୍ତ୍ରୀଙ୍କୁ ଜଣାଇଥିଲେ । ସେମାନେ କିଛି କରିନଥିଲେ, ତେଣୁ ଏମାନେ  କେଉଁଠି ନା କେଉଁଠି ଦାୟୀ । ନିରପେକ୍ଷ ତଦନ୍ତ ପାଇଁ ଆଜି ରାଷ୍ଟ୍ରପତିଙ୍କୁ ଭେଟିବାକୁ ସମୟ ମାଗିବୁ ।  ଯଦି ସମୟ ନଦେଲେ ଆମେ ତାଙ୍କ ପାଖକୁ ଦାବିପତ୍ର ପଠାଇବୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking