27.1 C
Bhubaneswar
Friday, May 23, 2025
Homeଓଡିଶାପୂର୍ବ ସରକାରରେ କାମ କମ୍‌, ପ୍ରଚାର ବେଶୀ: ମୁଖ୍ୟମନ୍ତ୍ରୀ

ପୂର୍ବ ସରକାରରେ କାମ କମ୍‌, ପ୍ରଚାର ବେଶୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେର୍ଟ । ଚାଷୀଙ୍କ ବିକାଶ ନେଇ ଟାର୍ଗେର୍ଟ କଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ୨୯୫୦ ଟଙ୍କା ଚାହିଁଥିଲେ ଦେଇଥାନ୍ତେ । ଗତ ସରକାରର ଇଚ୍ଛା ଶକ୍ତି ଅଭାବ ଥିଲା । ପୂର୍ବ ସରକାରରେ କାମ କମ୍‌, ପ୍ରଚାର ବେଶୀ ହେଉଥିଲା । ୫ ବର୍ଷରେ ଲକ୍ଷେ କୋଟି ଖର୍ଚ୍ଚରେ ଜଳଯୋଗାଣ କରିବୁ ବୋଲି ପ୍ରତିଶୃତି ଦେଇଥିଲେ । ୮୦ଟି ବ୍ଲକରେ ୫୦ ପ୍ରତିଶତରୁ କମ୍ ଜଳ ଯୋଗାଣ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking