30.1 C
Bhubaneswar
Monday, May 12, 2025
Homeଓଡିଶାଆଇନ ପରିସ୍ଥିତି ବିପର୍ଯ୍ୟସ୍ତ: ନିରଞ୍ଜନ

ଆଇନ ପରିସ୍ଥିତି ବିପର୍ଯ୍ୟସ୍ତ: ନିରଞ୍ଜନ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା  ପରିସ୍ଥିତି ବିପଯ୍ୟସ୍ତ । ବରିଷ୍ଠ କଂଗ୍ରେସ  ନେତା  ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ଛୋଟ ଛୁଆଠୁ  ମହିଳା ସମସ୍ତେ ଅସୁରକ୍ଷିତ । ପ୍ରତିଦିନ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସୁଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଠୋସ ପଦକ୍ଷେପ ନିଆଯାଉନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking