ଭୁବନେଶ୍ୱର : କଂଗ୍ରେସ କର୍ମୀଙ୍କ ବିରୋଧରେ ମାମଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗୁଣ୍ଡା ଭଳି ବ୍ୟବହାର କରିଥିଲେ କଂଗ୍ରେସ କର୍ମୀ । ସରକାରଙ୍କ ସମ୍ପତ୍ତି ଭଙ୍ଗାରୁଜା କଲେ କେସ ହୁଏ । ଆନ୍ଦୋଳନର କର ମନା ନାହିଁ । କିନ୍ତୁ ଶାନ୍ତି ପୂଣ୍ଣ କରିଥାନ୍ତେ ।