28.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶଭାରତରେ ଚା ପିଇବା କିପରି ଆରମ୍ଭ ହୋଇଥିଲା ଜାଣନ୍ତୁ

ଭାରତରେ ଚା ପିଇବା କିପରି ଆରମ୍ଭ ହୋଇଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ହେଉଛି ଆନ୍ତର୍ଜାତୀୟ ଚା ଦିବସ । ପ୍ରତିବର୍ଷ ମେ ୨୧ ତାରିଖରେ ଆନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଏ । ଆନ୍ତର୍ଜାତୀୟ ଚା ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ଚା ବ୍ୟବହାର ବୃଦ୍ଧି କରିବା । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଭାରତରେ ଚା ପିଇବା କିପରି ଆରମ୍ଭ ହୋଇଥିଲା । ୧୮୩୪ ମସିହାରେ ଭାରତରେ ଚା ପିଇବା ଆରମ୍ଭ ହୋଇଥିଲା । ବିଶ୍ୱାସ କରାଯାଏ ଯେ ଯେତେବେଳେ ଗଭର୍ଣ୍ଣର ଜେନେରାଲ ଲର୍ଡ ବେଣ୍ଟିଙ୍କ ଭାରତ ଆସିଥିଲେ, ସେ ଆସାମରେ କିଛି ଲୋକଙ୍କୁ  ଚା ପତ୍ର ଫୁଟାଇ ଔଷଧ କରି ପିଇବାର ଦେଖିଥିଲେ । ଏହାପରେ ବେଣ୍ଟିଙ୍କ ଆସାମର ଲୋକମାନଙ୍କୁ ଚା ବିଷୟରେ ସୂଚନା ଦେଇଥିଲେ । ତାପରେ ଭାରତରେ ଚା’ର ପରଚଳନ ହୋଇଥିଲା । ଏହା ବ୍ୟତୀତ ଭାରତରେ ଚା ପିଇବାର ଉତ୍ପତ୍ତି  ବିଷୟରେ ଆହୁରି ଏନେକ କାହାଣୀ ପ୍ରଚଳିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking