26.8 C
Bhubaneswar
Saturday, April 26, 2025
Homeଓଡିଶାନାୟକ ନବୀନ, ଖଳନାୟକ ନବୀନ: ବାବୁ

ନାୟକ ନବୀନ, ଖଳନାୟକ ନବୀନ: ବାବୁ

ଭୁବନେଶ୍ୱର: ବିଜେଡି କଳିରେ ନବୀନଙ୍କୁ ଟାର୍ଗେଟ କଲେ ବିଜେପି ବିଧାୟକ ବାବୁ ସିଂ । ଓଡିଶାବାସୀଙ୍କ ସହ ଡ୍ରାମା କରୁଛନ୍ତି ନବୀନ ବାବୁ । ସମସ୍ତ ଏପିସୋଡର ନାୟକ ନବୀନ , ଖଳନାୟକ ବି ନବୀନ । ଡାଇରେକ୍ଟର , ପ୍ରଡ୍ୟୁସର ନିଜେ ନବୀନ , ନିଜେ ଆକ୍ଟର । ନବୀନ ବାବୁଙ୍କ ନିର୍ଦ୍ଦେଶରେ ଓ ଜାଣତରେ ସବୁ କିଛି ହେଉଛି । ଯେତେବେଳେ ଦରକାର ପଡୁଛି ପାଣ୍ଡିଆନ ଗୋ ବ୍ୟାକ କରାଉଛନ୍ତି । ଆଉ କେତେବଳେ ଦରକାର ପଡୁଛି ସପକ୍ଷରେ ବାହାର କରୁଛନ୍ତି । କେତେବେଳେ କହିବେ ମୁଁ କରିନି , ପାଣ୍ଡିଆନ କରିଦେଲା , ବାହାର କଲି । ଅତୀତରେ ବିଜୟ , ରାମକୃଷ୍ଣ , ନଳିନୀ , କମଳା , ଦିଲ୍ଲୀପଙ୍କୁ କରିଛନ୍ତି । ପ୍ୟାରୀଙ୍କୁ ମଧ୍ୟ ରାଜନୈତିକ ହତ୍ୟା କରିଛନ୍ତି କହିଛନ୍ତି ବାବୁ ସିଂ । ବାବୁ ସିଂଙ୍କ ଅଭିଯୋଗ ନେଇ  ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking