14.1 C
Bhubaneswar
Monday, December 8, 2025
Homeଓଡିଶାଲକ୍ଷ୍ମଣାନନ୍ଦଙ୍କ ବଳିଦାନ ବ୍ୟର୍ଥ ଯିବନି: ମନମୋହନ

ଲକ୍ଷ୍ମଣାନନ୍ଦଙ୍କ ବଳିଦାନ ବ୍ୟର୍ଥ ଯିବନି: ମନମୋହନ

କନ୍ଧମାଳ: ତୁମୁଡିବନ୍ଧ ଜଳଶପଟା ଆଶ୍ରମରେ ମନମୋନ ସାମଲ ।  ବଳିଦାନ  ଦିବସ ପୂର୍ୱରୁ ଜଳେଶପଟା ଆଶ୍ରମରେ ପହଞ୍ଚିଛନ୍ତି ମନମୋନ ସାମଲ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ । ସ୍ୱାମୀଜୀଙ୍କ ବଳିଦାନ ବ୍ୟର୍ଥ ଯିବନି କହିଲେ ମନମୋହନ । ସେ ଜଣେ ଅଦ୍ୱିତୀୟ ସାଧୁ ଥିଲେ, ତାଙ୍କ ପ୍ରେରଣାରେ ଦେଶ ଆଗକୁ ଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking