19.1 C
Bhubaneswar
Monday, February 2, 2026
Homeଓଡିଶାନିର୍ମାଣ ହେବ ଲକ୍ଷ୍ମଣ ନାୟକ ବିଦ୍ୟାଳୟ: ମନ୍ତ୍ରୀ

ନିର୍ମାଣ ହେବ ଲକ୍ଷ୍ମଣ ନାୟକ ବିଦ୍ୟାଳୟ: ମନ୍ତ୍ରୀ

ଭୁବନେଶ୍ୱର: ଆଦିବାସୀ ଜିଲ୍ଲାରେ ପିଲାଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା । ନିର୍ମାଣ ହେବ ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାଳୟ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ ବଜ ଯୋଜନା ଆଣିବାକୁ ସରକାର ଚଳାଇଛନ୍ତି ମାନସ ମନ୍ଥନ । ପ୍ରଥମ ପର୍ଯ୍ୟାୟରେ ଜନଜାତି ଉନ୍ନୟନ ପରିଷଦ ଜିଲ୍ଲାରେ ନିର୍ମାଣ ହେବ ବିଦ୍ୟାଳୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking