19.1 C
Bhubaneswar
Monday, December 8, 2025
Homeଓଡିଶାବଢିବ ଆଇନଜୀବୀ କଲ୍ୟାଣ ପାଣ୍ଠି: ମନ୍ତ୍ରୀ

ବଢିବ ଆଇନଜୀବୀ କଲ୍ୟାଣ ପାଣ୍ଠି: ମନ୍ତ୍ରୀ

ଭୁବନେଶ୍ୱର: ୧୫ କୋଟି ଟଙ୍କାକୁ ବୃଦ୍ଧି ହେବ ଆଇନଜୀବି କଲ୍ୟାଣ ପାଣ୍ଠି । ରାଜ୍ୟରେ ସୃଷ୍ଟି କରାଯିବ ଆଡଭୋକେଟ ଏକାଡେମୀ । ଏଭଳି ପ୍ରସ୍ତାବ ରହିଛି କହିଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।ହାଇକୋର୍ଟ ବାର ପକ୍ଷରୁ ଆଇନଜୀବୀ ଦିବସ ପାଳନ ବେଳେ କହିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking