25.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆଇନ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ଆଇନ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଆଇନ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଶୁକ୍ରବାର ଏହି ଚାଞ୍ଚଲ୍ୟକର ଘଟଣା ଦକ୍ଷିଣ ଦିଲ୍ଲୀ ସ୍ଥିତ ସଙ୍ଗମ ବିହାରର ସରାଇ ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ମୃତକଙ୍କ ନାମ ୨୮ ବର୍ଷୀୟ ଇରଶାଦ ଏବଂ ସେ ଆଇନର ପ୍ରଥମ ବର୍ଷର ଛାତ୍ର । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଇରଶାଦର ମାଆ ଏବଂ ତାଙ୍କ ଖୁଡିଙ୍କ ମଧ୍ୟରେ ଅଳିଆକୁ ନେଇ ଝଗଡା ହୋଇଥିଲା, ଯାହା ପରେ ହାତାହାତି ପରିସ୍ଥିତି ଉପୁଜିଥିଲା । ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ଏହି ବିବାଦ ଯୋଗୁଁ ଇରଶାଦଙ୍କ ଦାଦା ଏବଂ ସମ୍ପର୍କୀୟ ଭାଇ ତାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରୁ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking