23.1 C
Bhubaneswar
Sunday, March 22, 2026
Homeଓଡିଶାମୋଦକ ଚୋରିକୁ ନେଇ ଆଇନ ମନ୍ତ୍ରୀଙ୍କ ଖଣ୍ଡନ

ମୋଦକ ଚୋରିକୁ ନେଇ ଆଇନ ମନ୍ତ୍ରୀଙ୍କ ଖଣ୍ଡନ

ପୁରୀ: ମହାପ୍ରଭୁଙ୍କ ମୋଦକ ଚୋରି ଅଭିଯୋଗକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଖଣ୍ଡନ କରିଛନ୍ତି । କହିଛନ୍ତି, କିଛି ଲୋକ ବାହାଦୁରୀ ନେବାକୁ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ।  ମୋଦକ ଚୋରି ହୋଇନି, ମୁଖ୍ୟ ପ୍ରଶାସକ ସ୍ପଷ୍ଟ  କରିସାରିଛନ୍ତି । ମୋଦକ କେବେ  ଗଣତି ବି ହୁଏ ନାହିଁ ।  ବାହାଦୁରୀ ନେବାକୁ କହିଥିଲେ କାଯ୍ୟାନୁଷ୍ଠାନ ହେବ । ସୂଚନାଥାଉକି, ଶ୍ରୀମନ୍ଦିର ପରିସରରେ ଆଜି ଘଟିଛି ଅଭାବନୀୟ ଘଟଣା। ଶ୍ରୀବିଗ୍ରହଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରି ହୋଇ ଯାଇଛି। ଲାଗି ପୂର୍ବରୁ ଚୋରି ହୋଇଥିବାରୁ ଏହା ମାରା ହୋଇଥିବା ଏବଂ କିଭଳି ମହାପ୍ରଭୁଙ୍କ ପାଖରେ ଲାଗିହେଲା ସେ ନେଇ ପ୍ରଶ୍ନ କରିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking