ଭୁବନେଶ୍ୱର : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ବୟାନ ରହିଛି । କହିଛନ୍ତି , ଅଦରକାରୀ ଆଇନ ଖୋଜିବେ ଲ’ କମିଶନ’ ା ସୁଶାସନ ପ୍ରତିଷ୍ଠା ପାଇଁ କମିଶନର ଭୁମିକା ଗୁରୁତ୍ୱପୂର୍ଣ । ଲ’ କମିଶନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ସାମିଲ ହେବେ । ରାଜ୍ୟକୁ ଲ କମିଶନର ଆବଶ୍ୟତକତା ଥିଲା । ଆବଶ୍ୟକ ପଡିଲେ ନିୟମର ସଂଶୋଧନ କରାଯିବ । ଅନାବଶ୍ୟକ ଆଇନକୁ ଖୋଜି ବାହାର କରାଯିବ କହିଛନ୍ତି ଆଇନ ମନ୍ତ୍ରୀ ।