28.1 C
Bhubaneswar
Tuesday, June 17, 2025
Homeଓଡିଶାରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ

ରାଜ୍ୟ ସ୍ତରୀୟ ବିକାଶ ବାହାନର ଶୁଭାରମ୍ଭ

ଭୁବନେଶ୍ୱର: ଆଜିଠୁ ଜୁନ ୨୧ ଯାଏଁ ଗଡିବ ବିକାଶ ବାହାନ । ଏହାର ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରୀ ଯୋଜନା ନେଇ ଲୋକଙ୍କୁ ସଚେତନତା ଜଣାଇଛନ୍ତି । ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଯିବ । ରାଜ୍ୟର ୩୧୪ ବ୍ଲକରେ ବୁଲିବ ବିକାଶ ବାହାନ । ୫ ମହାନଗର ନିଗମ, ୧୧୫ ପୋରାଞ୍ଚଳରେ ବି ଗଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking