30.1 C
Bhubaneswar
Sunday, October 27, 2024
Homeଓଡିଶା୨୯ରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ

୨୯ରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ

ବ୍ୟୁରୋ : ୨୯ରେ ଆୟୁଷ୍ମାନ ଭାରତ  ଯୋଜନାର ଶୁଭାରମ୍ଭ । ଭିସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଯୋଜନାରେ ୦ରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ମିଳିବ ଚିକିସ୍ଛା । ଅନ୍ୟପକ୍ଷରେ ୨୯ରେ ଆୟୁର୍ବେଦିକ ହସ୍ପିଟାଲର ଉଦଘାଟନ ହେବ । ଉଦଘାଟିତ ହେବ ଆୟୁଜ୍ମେଦ ଓ ନେଚରପାଥି ହସ୍ପିଟାଲ । ୨୯ରେ ଆୟୁର୍ବେଦିକ ଦିବସରେ ଉଦଘାଟନ ହେବ ।  ଜଟଣୀରେ ଆୟୁଜ୍ମେଦ ଓ ନେଚରପାଥିର ବଡ ହସ୍ପିଟାଲ ।୨୧ ଏକର ଜାଗା ଉପରେ ହସ୍ପିଟାଲ ।  ଗୋଠପାଟଣାରେ ସେଣ୍ଟ୍ରାଲ ରକ୍ସ ଟେଷ୍ଟିଂ ୟୁନିଟ ହେବ । ବରଗଡରେ କ୍ରିଟିକାଲ ହେଲ୍‌ଥ କେୟାର ୟୁନିଟ ଉଦଘାଟନ ହେବ । ଏହାର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking