27.1 C
Bhubaneswar
Wednesday, March 25, 2026
Homeଓଡିଶାବିଳମ୍ବିତ ରାତିରେ ବେଣୁଦା ଜଗନ୍ନାଥ ମନ୍ଦିରରୁ ଲୁଟ୍

ବିଳମ୍ବିତ ରାତିରେ ବେଣୁଦା ଜଗନ୍ନାଥ ମନ୍ଦିରରୁ ଲୁଟ୍

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଳକ୍ ବେଣୁଦା ଜଗନ୍ନାଥ ମନ୍ଦିରରୁ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟେରା ସବୁ ଲୁଟି ନେଇଛନ୍ତି। ଗାଁ ଲୋକେ କମର୍ଦ୍ଦା ପୁଲିସକୁ  ଖବର ଦେଇଛନ୍ତି ।  ଚୋର ମନ୍ଦିରର ମୁଖ୍ୟ ଗେଟ୍ ତାଲା କାଟି ଚୋରମାନେ ସୁନା ଅଳଙ୍କାର, ଦାନ ହୁଣ୍ଡି, ମାଇକ୍ ସେଟ୍, ଇନଭେଟର ନେଇ ଯାଇଛନ୍ତି।  ଅଞ୍ଚଳରେ ଚୋର ଡକାୟତ ଆତଙ୍କ ଖେଳାଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଧରି ପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ମନ୍ଦିରରୁ ଦୁଇ ବର୍ଷ ଭିତରେ ତିନି ଥର ଚୋରି ହେଲାଣି। ସେହିପରି ଭୋଗରାଇ ଥାନା ଝକଝକିରେ ଥିବା ସିତଳା ମନ୍ଦିର ଓ କାଳି ମନ୍ଦିରରୁ ମଧ୍ୟ ଚୋରି ହୋଇଥିବାର ଜଣାପଡ଼ିଛି। ଦୁର୍ବୃତ୍ତମାନେ ସେସବୁ ଅଳଙ୍କାର ଓ ଦାନ ହୁଣ୍ଡି ନେଇ ଯାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking