ବାଲେଶ୍ୱର : ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଖପରାପଦା ଶାଖାରୁ ଲୁଟ ହୋଇଛି । ବିଳମ୍ବିତ ରାତିରେ ଝରକା କାଟି ଟଙ୍କା ଲୁଟିନେଲେ ଦୁର୍ୱୃତ୍ତ । ଗ୍ୟାସ କଟରରେ ଝରକା କାଟି ଟଙ୍କା ଲୁଟିଲେ ଦୁର୍ୱୃତ୍ତ । ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସନ୍ଦେହ ହୋଇଛି । ଘଟଣାସ୍ଥଳରେ ବାଲିଆପାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।